fbpx

(Video) ଆପଣ କେବେ ଦେଖିଛନ୍ତି ଏପରି ଦୟାଳୁ ବ୍ୟକ୍ତି, ଯୁବକଙ୍କୁ ତାଙ୍କ ଗାର୍ଲଫ୍ରେଣ୍ଡର ଏତେ ରିଚାର୍ଜ କରାଇଲେ ଫଳରେ ଋଣ ପରିଶୋଧ କରିବାକୁ ପଡିଲା

Advertisement

ନୂଆଦିଲ୍ଲୀ : ଏବେ ଏପରି ଏକ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିôଲା ପରେ ଆପଣ ମଧ୍ୟ ହସକୁ କଣ୍ଟୋଲ କରିପାରିବେନି । ଆଜିକାଲି ସୋସିଆଲ ମିଡିଆରେ ଏକ ଏପରି ଗୀତ ଭାଇରାଲ ହେବାରେ ଲାଗିଛି ଯାହା ଦେଖିଲେ ଆପଣ ଦୁଃଖ ପ୍ରକାଶ କରିବା ସହିତ ଆପଣଙ୍କୁ ହସବି ଲାଗିବ । ଏହି ଭିଡିଓରେ ଦେଖିବାକୁ ପାଇବେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକା ରିଚାର୍ଯ୍ୟ କରିବାକୁ କହିଥିଲେ ତେବେ ସେ ଏତେ ପରିମାଣରେ ରିଚାର୍ଯ୍ୟ କରିଥିଲେ ଫଳରେ ଯୁବକ ଜଣକ ଋଣଗ୍ରସ୍ତ ହୋଇଥିଲେ । ଏହା ପରେ ସେ ଏକ ଗୀତ ଗାଇ ଏକ ଭିଡିଓ ପ୍ରସ୍ତୁତ କରିଥିଲେ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହାକୁ ଦେଖିବା ପରେ ଲୋକମାନେ ମଧ୍ୟ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି ।ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର ହୋଇଛି । ଭିଡିଓ ଦେଖିବା ପରେ ଲୋକମାନେ ଅନେକ କମେଣ୍ଟ କରିଛନ୍ତି । ଏହି ଭିଡିଓକୁ ଏବେ ବହୁ ଲୋକ ଦେଖିବା ପରେ ଲାଇକ ମଧ୍ୟ କରିଛନ୍ତି ।

 

View this post on Instagram

 

A post shared by ミ★ SAMAR ★彡 (@simplyeedits)

Get real time updates directly on you device, subscribe now.