fbpx

IPL ବେଟିଂର ମୁଖ୍ୟ ଅଭିଯୁକ୍ତ ଦୀନେଶ ଗିରଫ

ବ୍ରହ୍ମପୁର,୨୬ ।୨(ଓଡିଶା ଭାସ୍କର): ଆଇପିଏଲ ବେଟିଂ ମାମଲାରେ ବ୍ରହ୍ମପୁର ପୋଲିସକୁ ବଡ ସଫଳତା । ଆଇପିଏଲ ବା ଇଣ୍ଡିଆପ୍ ପ୍ର୍ରମିୟମ ଲିଗ୍ ବେଟିଂର ମୁଖ୍ୟ ଅଭିଯୁକ୍ତ ଦୀନେଶ ରାଠୀକୁ ଗିରଫ କରାଯାଇଛି । କୋଲକାତାରୁ ବେଟିଂ ଚଳାଇଥିବା ଦିନେଶକୁ ଗିରଫ କରିଛି ବ୍ରହ୍ମୁପର ପୋଲିସ । ୫ ଦିନିଆ ଟ୍ରାଞ୍ଜେଟ୍ ରିମାଣ୍ଡରେ ଆଣିଛି ବ୍ରହ୍ମପୁର ପୋଲିସ । ୪ ମାସ ପୂର୍ବରୁ ଏହି ମାମଲାରେ ଗୋସାଣି ନୂଆଗାଁରେ ବେଟିଂ ବେଳେ ୬ ଜଣଙ୍କୁ ପୋଲିସ ଗିରଫ କରିଥିଲା ।

Get real time updates directly on you device, subscribe now.