fbpx

ସକାଳୁ ସକାଳୁ ଭୂମିକମ୍ପରେ ଥରିଲା ରାଜ୍ୟ: ୩ ଉପରେ ରହିଛି ତୀବ୍ରତା

Advertisement

ନୂଆଦିଲ୍ଲୀ: ସକାଳୁ ସକାଳୁ ଅନୁଭୂତ ହୋଇଛି ଭୂମିକମ୍ପର ଏକ ଶକ୍ତ ଝଟକା । ହରିୟାଣାର ସୋନିପତରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩ ଥିବା ରେକର୍ଡ କରାଯାଇଛି । ତେବେ ଭୂମିକମ୍ପରେ କ୍ଷୟକ୍ଷତି ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । କିନ୍ତୁ ବିଭିନ୍ନ ସ୍ଥାନରେ ଲଗାତାର ଭୂମିକମ୍ପକୁ ନେଇ ଚିନ୍ତା ବଢିବାରେ ଲାଗିଛି ।

Get real time updates directly on you device, subscribe now.