fbpx

କୋଭିଡ ପାଇଁ ରାଜ୍ୟରେ ବଢିଲା ସହାୟତା ସୀମା

ଭୁବନେଶ୍ୱର,୨୪ ।୯(ଓଡିଶା ଭାସ୍କର): ରାଜ୍ୟରେ କୋଭିଡ୍ ମୁକାବିଲା ପାଇଁ ବଢ଼ିଲା କେନ୍ଦ୍ରୀୟ ସହାୟତା ସୀମା । ଏଣିକି ଏସଡିଆରଏଫରୁ ୫୦% ଯାଏ କୋଭିଡ ପାଇଁ ଖର୍ଚ୍ଚ କରିପାରିବ ରାଜ୍ୟ । ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା । ପୂର୍ବରୁ ଏସଡିଆରଏଫରୁ ୩୫% ଯାଏ କୋଭିଡ୍ ପାଇଁ ଖର୍ଚ୍ଚ କରିବାକୁ ଅନୁମତି ଥିଲା ।

Get real time updates directly on you device, subscribe now.