fbpx

ଝିଅମାନେ କମ୍ ବୟସରେ ମଦ ପିଇବାଦ୍ୱାରା ଭୋଗିପାରନ୍ତି ଏହି ସମସ୍ୟା

ଆଜିକାଲିର ପରିବେଶ ପୂର୍ବ ଅପେକ୍ଷା ସମ୍ପୂର୍ଣ୍ଣ ବଦଳି ଯାଇଛି । କୌଣସି ବି ଉତ୍ସବ ହେଉ, ଡ୍ରିଙ୍କସକୁ ସାମିଲ କରିବା ସାଧାରଣ କଥା । ବୟସ୍କଙ୍କୁ ଦେଖି ପିଲାମାନେ ବି କମ୍ ବୟସରେ ମଦ୍ୟପାନ କରିବାରେ ଲାଗିଛନ୍ତି । ଯଦି ଝିଅମାନେ କମ୍ ବୟସରେ ମଦ ପିଅନ୍ତି, ତେବେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା କିପରି ପଡ଼ିବ ପ୍ରଭାବ…

– ସମ୍ପୂର୍ଣ୍ଣ ଯୌନ ସୁଖ ମିଳିପାରି ନଥାଏ ।

– ଏସଟିଆଇ ଅର୍ଥାତ୍ ସେକ୍ସସୁଆଲି ଟ୍ରାନ୍ସମିସନ ସଂକ୍ରମଣ ହେବାର ଆଶଙ୍କା ବଢ଼ିଥାଏ ।

– ନିଶାଗ୍ରସ୍ତ ଅବସ୍ଥାରେ ସେକ୍ସ କରିବା ଦ୍ୱାରା ଗର୍ଭବତୀ ହେବାର ସମ୍ଭାବନା ରହିଥାଏ ।

– ଏହା ବ୍ୟତିତ, ମଦ ପିଇବା ଦ୍ୱାରା ବ୍ଲଡ଼ ପ୍ରେସର ବଢ଼ିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.