fbpx

ଆମିଷରେ ନାହିଁ କରୋନା ଭୟ

ନୂଆଦିଲ୍ଲୀ,୧୪ ।୩: ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ଭୟରେ ଭାରତରେ ଲୋକମାନେ ଆମିଷଠାରୁ ଦୂରେଇ ଯିବାରେ ଲାଗିଛନ୍ତି । କିନ୍ତୁ ମାଛ, ମାଂସ ଓ ଅଣ୍ଡାରେ କରୋନା ଭାଇରସ୍ ନାହିଁ ବୋଲି କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଏହା ସହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଆମିଷ ନ ଖାଇଲେ ଶରୀରରେ ପ୍ରୋଟିନ୍ କମିପାରେ । ଏସଂକ୍ରାନ୍ତରେ ଦେଶରେ ବ୍ୟାପୁଥିବା ସମସ୍ତ ଗୁଜବଠାରୁ ଦୂରେଇ ରୁହନ୍ତୁ ବୋଲି ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.