fbpx
BSKY
BJD SHG SKY
BJD MC SKY

ଏଥର ହୁମା ମନ୍ଦିରରେ ଜାଗର ମନା

ସମ୍ବଲପୁର,୩ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ପୁଣି ବଢିବାରେ ଲାଗିଛି । ଏହାରି ମଧ୍ୟରେ ଚଳିତ ବର୍ଷ ହୁମା ମନ୍ଦିରରେ ଜାଗର ଯାତ୍ରା ହେବ ନାହିଁ ବୋଲି ଜଣାପଡିଛି । ୧୧ ତାରିଖରୁ ୧୭ ତାରିଖ ଯାଏଁ ହୁମା ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । କିନ୍ତୁ ମନ୍ଦିରରେ ରୀତିନୀତି ଅନୁସାରେ ପୂଜା ଅନୁଷ୍ଠିତ ହେବ । ମନ୍ଦିର ଟ୍ରଷ୍ଟବୋର୍ଡ ଓ ପଞ୍ଚାୟତ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.