fbpx

କୋବ୍ରା ଠାରୁ ଅଧିକ ବିଷାକ୍ତ ଏହି ଜୀବ, ୩ ମିନିଟରେ ଛଟପଟ କରି ଜୀବନ ନେବ

Advertisement

ଦୁନିଆର ସବୁଠାରୁ ବିଷାକ୍ତ ପ୍ରାଣୀ କୋବ୍ରକୁ କୁହାଯାଏ । କ୍ରୋବା ବିଷରୁ ବଞ୍ଚିବା ଅସମ୍ଭବ । ତ’ଠାରୁ ବି ଅତ୍ୟନ୍ତ ବିପଦ ଜନକ ପ୍ରାଣୀ ଠାବ ହୋଇଛି । ଯାହାର ବିଷ ୦୩ ମିନିଟରୁ କମ୍ ସମୟ ମଧ୍ୟରେ ଶରୀରରେ ବ୍ୟାପିଥାଏ ଏବଂ ଚାହୁଁ ଚାହୁଁ ଜୀବନ ଚାଲିଯିବ । ଏହି ଜୀବ ସମୁଦ୍ରରେ ଦେଖିବାକୁ ମିଳେ ।

 इसे समुद्री ततैया कहा जाता है और सी वास्प भी कहते हैं. साइंस की भाषा में ये चिरोनेक्स फ्लेकरी है. ये एक तरह की जैलीफिश है. इसके शरीर से कई मोटे धागे जैसे अंग निकले होते हैं. इनके जरिए ही ये दूसरे जीवों और वस्तुओं को पकड़ता है और खाता है. इसके धागा जैसे निकले अंग को भुजाएं भी कह सकते हैं और टेंटकल्स भी.

ଏହାକୁ ସମୁଦ୍ର ୱାସ୍ପ କୁହାଯାଏ । ବିଜ୍ଞାନର ଭାଷାରେ, ଏହା ହେଉଛି ଚିରୋନେକ୍ସ ଫ୍ଲେକେରୀ । ଏହା ଏକ ପ୍ରକାର ଜେଲିଫିସ୍ । ଏହାର ଶରୀରରୁ ଅନେକ ମୋଟା ସୂତା ପରି ଅଙ୍ଗ ବାହାରିଥାଏ । ଏହା ମାଧ୍ୟମରେ ଏହା ଅନ୍ୟ ଜୀବ ଏବଂ ଜିନିଷଗୁଡ଼ିକୁ ଧରିଥାଏ ଏବଂ ଖାଏ । ଏହାର ସୂତା ପରି ଅଂଶଗୁଡ଼ିକୁ ବାହୁ ଏବଂ ଟେଣ୍ଟାକଲେସ୍ ମଧ୍ୟ କୁହାଯାଇପାରିବ ।

 इसके ये टेंटकल्स इतने खतरनाक होते हैं कि उनके पास भी जाना खतरनाक होता है. केवल उसकी रगड़ मात्र से शरीर में जहर पहुंच जाता है और बस 03 मिनट में मौत तय हो जाती है. इसके धागे से निकले अंग हजारों डंकों से भरे होते हैं. इन महीन टेंटेकल से ही ये कोबरा से भी कहीं तगड़ा जहर मनुष्य के शरीर में पहुंचा देते हैं.

ସେମାନଙ୍କ ନିକଟତର ବେହା ମଧ୍ୟ ବିପଜ୍ଜନକ । ସେହି ଦେହରେ ଘସି ବେହା ଦ୍ୱାରା ବିଷ ଶରୀରରେ ବ୍ୟାପିଥାଏ । ମାତ୍ର ୩ ମିନିଟରେ ମୃତ୍ୟୁର ନିକଯବର୍ତ୍ତୀ ହୋଇଯାଏ ମଣିଷ ।

 सी वास्प कहे जाने वाले ये जीव आस्ट्रेलिया, मलेशिया और संयुक्त राज्य अमेरिका के उत्तरी कैरोलिना से फ्लोरिडा कीज तक समुद्र में पाए जाते हैं. वहां समुद्र में चेतावनी होती है कि समुद्र में नहीं जाएं, क्योंकि यहां सी वास्प हैं. इन्हें वैसे पश्चिम अफ्रीका और हिंद महासागर में भी देखा गया है. ये रंगहीन जीव होता है. इसका आकार घंटी की तरह होता है

ସମୁଦ୍ର ୱାସ୍ପ ନାମକ ଏହି ଜୀବମାନେ ଅଷ୍ଟ୍ରେଲିଆ, ମାଲେସିଆ ଏବଂ ଉତ୍ତର କାରୋଲିନା ଠାରୁ ଆମେରିକାର ଫ୍ଲୋରିଡା ପର‌୍ୟ୍ୟନ୍ତ ସମୁଦ୍ରରେ ଦେଖିବାକୁ ମିଳେ । ଏହି ସମୁଦ୍ରକୁ ନ ଯିବା ପାଇଁ ବାରଣ କରାଯାଉଛି । ଏହା ପଶ୍ଚିମ ଆଫ୍ରିକା ଏବଂ ହନ୍ଦି ମହାସାଗରରେ ମଧ୍ୟ ଦେଖିବାକୁ ମିଳିଛି। ଏହା ଏକ ରଙ୍ଗହୀନ ଜୀବ । ଏହା ଘଣ୍ଟି ପରି ଆକୃତିର ।

 इसके शरीर में 95 फीसदी पानी होता है. ये पानी में आसानी से दिखता नहीं बहुत अलर्ट होने पर ही इसके रेशे आपको नजर आएंगे. ये समुद्री किनारों और संकरी घाटियों में घूमता रहता है.आमतौर समुद्री वास्प की लंबाई 04 सेंटीमीटर से 20 सेंटीमीटर तक की होती है. ये 10 सेंमी ऊंची होती है. इसके डंक या टेंटेकल बैंगनी या नीले रंग के होते हैं. जो पेट से निकले होते हैं.एक टेंटेकल में 7.5 लाख रोएं होते हैं. जो शिकार के शरीर में पहुंचते हैं. शिकार करते समय इसके टेंटकल और लंबे होते हुए 03 मीटर तक के हो जाते हैं.(shutterstock)

ଏହାର ଶରୀରରେ ୯୫ ପ୍ରତିଶତ ଜଳ ଥାଏ । ଏହା ପାଣିରେ ସହଜରେ ଦୃଶ୍ୟମାନ ହୁଏ ନାହିଁ । ଏହାର ଲମ୍ବ ୦୪ ସେମିରୁ ୨୦ ସେମି ପର‌୍ୟ୍ୟନ୍ତ, ଉଚ୍ଚତା ୧୦ ସେମି । ଏହାର ରଙ୍ଗ ନୀଳ କିମ୍ବା ବାଇଗଣିଆ । ଏହା ଶରୀରରୁ ବାହାରିଥିବା ତନ୍ତୁ ବା ସୂଜାଗୁଡିକ ୩ ମିଟର ପର୍ଯ୍ୟନ୍ତ ପଞ୍ଚିପାରିବ । ଏହା ପ୍ରତି ସେକେଣ୍ଡରେ ୧.୫ ମିଟର ବେଗରେ ପହଁରିପାରେ । ଏମାନଙ୍କର ମସ୍ତିଷ୍କ ନାହିଁ । ଏମାନେ ଯେଉଁ ପ୍ରାଣୀ ସଂସ୍ପର୍ଶରେ ଆସିବ ସେମାନେ ତତ୍‌କ୍ଷଣାତ୍ ମରିଯିବେ ।

 जो भी जीव इस डंक से रगड़ खा बैठता है, मिनटों में मर जाता है. समुद्री वास्प के काटने पर असहनीय पीड़ा और दर्द होता है. दुर्भाग्य से अब तक वैज्ञानिक इसके जहर की काट खोजने में नाकाम रहे हैं. ये 1.5 मीटर प्रति सेकेंड की गति से तैर सकता है. इनके दिमाग नहीं होता. इनके कारण हर आस्ट्रेलिया के समुद्र में लोगों की मौत होती है. हालांकि अभी इनसे होने वाली मौतों की संख्या बहुत कम ही है(shutterstock)

Get real time updates directly on you device, subscribe now.