fbpx
BJD
BJD SKY
BJD SKY

ଏଥର ବାରବାଟୀ- କଟକରେ ବାଜି କାହାର?; ନିଜ ନିଜ ଷ୍ଟାଇଲରେ ପ୍ରଚାର ଚଳାଇଛନ୍ତି ତିନି ପ୍ରମୁଖ ଦଳ

କଟକ: (ଓଡ଼ିଶା ଭାସ୍କର) କାହାର ହେବ ବାରବାଟୀ- କଟକ । ବାରବାଟୀ-କଟକ ଆସନରେ ନିର୍ବାଚନୀ ପ୍ରଚାର ଜୋରଜୋର ଓ ତୀବ୍ର ହେବାରେ ଲାଗିଛି । ତିନି ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜ ଷ୍ଟାଇଲରେ ପ୍ରଚାର ଚଳାଇଛନ୍ତି । ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀନୀ ସୋଫିଆ ଫିର୍ଦୋଷ ତାଙ୍କର ପ୍ରଚାରକୁ ଜୋରଦାର କରିଛନ୍ତି । ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀନୀ ସୋଫିଆ ଫିର୍ଦୋଷଙ୍କର ଜୋରଦାର ପ୍ରଚାର । କାହାର ହେବ ବାରବାଟୀ- କଟକ ।ବାରବାଟୀ-କଟକ ଆସନରେ ନିର୍ବାଚନୀ ପ୍ରଚାର ଜୋରଜୋର ଓ ତୀବ୍ର ହେବାରେ ଲାଗିଛି । ତିନି ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜ ଷ୍ଟାଇଲରେ ପ୍ରଚାର ଚଳାଇଛନ୍ତି ।

ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ବିଧାୟକ ପ୍ରାର୍ଥୀନୀ ସୋଫିଆ ଫିର୍ଦୋଷ ତାଙ୍କର ପ୍ରଚାର କୁ ଜୋରଦାର କରିଛନ୍ତି । ରାତି ଦିନ ଏକ କରି ପ୍ରଚାର ରେ ଲାଗିଛନ୍ତି ସୋଫିଆ । ସାହି ବସ୍ତି ଓ ସହର ର ବିଭିନ୍ନ ସ୍ଥାନ ବୁଲିବା ସହ ସଭା ସମିତି କରି ନିଜ ସପକ୍ଷରେ ଭୋଟ୍ ଭିକ୍ଷା କରୁଛନ୍ତି ସୋଫିଆ । କଂଗ୍ରେସ ର ବରିଷ୍ଠ ନେତା ମହମ୍ମଦ ମୋକିମ ନିଜ ଝିଅ ବାରବାଟି କଟକର କଂଗ୍ରେସ ବିଧାୟକ ପ୍ରାର୍ଥୀନୀ ସୋଫିଆଙ୍କ ସପକ୍ଷରେ ଜନମତ ସଂଗ୍ରହ ପାଇଁ ଅଣ୍ଟା ଭିଡ଼ ପ୍ରଚାର ରେ ଲାଗିଛନ୍ତି । କଟକ ବାରବାଟି ନିର୍ବାଚନ ମଣ୍ଡଳୀ ର ୱାର୍ଡ ନମ୍ବର ୨୭ ଓ ୨୯ ରେ କଂଗ୍ରେସ ପକ୍ଷରୁ ଏକ କର୍ମୀ ସମ୍ମିଳନୀ କରାଯାଇଥିଲା । ଏହି ସମ୍ମିଳନୀରେ କଂଗ୍ରେସ ର ବହୁ ନେତାଙ୍କ ସମେତ କର୍ମୀ ଓ ସାଧାରଣ ଲୋକ ଉପସ୍ଥିତ ରହିଥିଲେ । ଆଗାମୀ ନିର୍ବାଚନ ରେ କଟକ ବାସୀ କଟକର ଝିଅ କୁ ଭୋଟ ଦେଇ ଜିତାଇବେ ଓ ଏହି ନିର୍ବାଚନ ମୋ ସପକ୍ଷରେ ଯିବ ବୋଲି କହିଥିଲେ ସୋଫିଆ ।

 

Get real time updates directly on you device, subscribe now.