fbpx

ତିର୍ତ୍ତୋଲରେ ମହାନଦୀ ଉପରରେ ହେବ ସେତୁ, ଟ୍ରେଣ୍ଡର ପ୍ରକ୍ରିୟାକୁ ମିଳିଲା ଅନୁମୋଦନ

ଜଗତସିଂହପୁର, ୨୫ା୯(ଓଡ଼ିଶା ଭାସ୍କର): ଜଗତସିଂହପୁରରୁ ତିର୍ତ୍ତୋଲରେ ଉଚ୍ଚ ସେତୁ ନିର୍ମାଣ ହେବ । ମହାନଦୀ ଉପରେ ଏହି ଉଚ୍ଚସେତୁ ହେବ । ପୋଷଳ-ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ସେତୁ ହେବ । ଟେଣ୍ଡର ପ୍ରକ୍ରିୟାକୁ ଅନୁମୋଦନ ଦେଇଛନ୍ତି ସରକାର । ସେତୁରେ ୧୧୮.୫୬ କୋଟିର ବ୍ୟୟ ଅଟକଳ ହୋଇଥିବା ବେଳେ ସେତୁର ଦୈର୍ଘ୍ୟ ୮୮୮.୮୯ ମିଟର ରହିଛି । ୯ଟି ଗ୍ରାମର ପାଖାପାଖି ୫୦ହଜାର ଲୋକ ଏହି ସେତୁ ଯୋଗେ ଉପକୃତ ହେବେ ।

Get real time updates directly on you device, subscribe now.