fbpx

ଭବାନୀପୁର ଉପନିର୍ବାଚନ: ଆଜିଠୁ ପ୍ରଚାର ଅଭିଯାନ ଆରମ୍ଭ କରିବେ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନ ପାଇଁ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ । ନିନ୍ଦୀଗ୍ରାମ ବିଧାନସଭା ଆସନରୁ ନିର୍ବାଚନ ହାରି ଯାଇଥିବା ମମତାଙ୍କ ପାଇଁ ଯେ କୌଣସି ପରିସ୍ଥିତିରେ ବି ଭବାନୀପୁର ଆସନରୁ ବିଜୟଲାଭ ଅନିର୍ବାଯ୍ୟ ହୋଇପଡ଼ିଛି । ବୁଧବାର ଅପରାହ୍ନ ୩ଟା ସମୟରେ ମମତା ବାନାର୍ଜୀ କେବଳ ନିର୍ବାଚନମଣ୍ଡଳୀର ସମସ୍ତ ୱାର୍ଡର ଟିଏମସି କର୍ମୀଙ୍କୁ ସମ୍ବୋଧିତ କରିବା ସହ ବିଧିବଦ୍ଧ ଭାବେ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିବେ ।

Get real time updates directly on you device, subscribe now.