fbpx
BSKY
BJD MC SKY
BJD MS SKY

ଆଜି ଶିମିଳିପାଳ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ । ବର୍ଷା କାରଣରୁ ଆଜି ଗୋଟିଏ ଦିନ ପାଇଁ ଶିମିଳିପାଳ ବନ୍ଦ ରହିବ । ଏନେଇ ଉତ୍ତର ଶିମିଳିପାଳ ଡେପୁଟି ଡାଇରେକ୍ଟର୍ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପଟେ ପୁଣିଥରେ ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ସତର୍କ ରହିବାକୁ କୁହାଯାଇଛି । ରାଜ୍ୟରେ ଏବେ ଓମିକ୍ରନ ମାମଲା ଦେଖାଦେଇଥିବାରୁ ପୂର୍ବାପେକ୍ଷା କୋଭିଡ୍ ଗାଇଡଲାଇନ୍ କୁ ମଧ୍ୟ ବଢ଼ାଇ ଦିଆଯାଇଛି ।

Get real time updates directly on you device, subscribe now.