fbpx

ଚାଷୀଙ୍କ ପାଇଁ ଟୋଲ ଫ୍ରି ନମ୍ବର ଜାରି, ଜାଣନ୍ତୁ ଏହାର ଫାଇଦା କିପରି ନେବେ

ଭୁବନେଶ୍ୱର,୫ ।୫(ଓଡିଶା ଭାସ୍କର): କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ଟୋଲ ଫ୍ରିି ନମ୍ବର ଜାରି କଲେ ରାଜ୍ୟ ସରକାର । ଟୋଲ ଫ୍ରି ନମ୍ବର ହେଉଛି-୧୮୦୦୧୦୨୫୧୬୬ । କୃଷି କାର୍ଯ୍ୟରେ କୌଣସି ବି ସମସ୍ୟା ଏହି ନମ୍ବରରେ ଚାଷୀମାନେ କଲ କରିପାରିବେ । ଏନେଇ ବ୍ଲକ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସାହାର୍ଯ୍ୟ ମଧ୍ୟ ନେଇପାରିବେ । ଅନ୍ ଲାଇନ୍ ପାସ୍ ଆଣି ଚାଷୀମାନେ ଧାନ ବିକି ପାରିବେ । ଇ-ସମୃଦ୍ଧି ପୋର୍ଟାଲରେ ଶସ୍ୟ ଜାତୀୟ ଫସଲ ବିକ୍ରି କରିପାରିବେ । ତେବେ ଖରିଫ ଫସଲ ପାଇଁ ରାଜ୍ୟରେ ଯଥେଷ୍ଟ ସାର ମହଜୁଦ ଅଛି ବୋଲି ସରକାର କହିଛନ୍ତିି ।

Get real time updates directly on you device, subscribe now.