fbpx

ଆସନ୍ତାକାଲି ବନ୍ଦ ରହିବ ବ୍ୟାଙ୍କ୍

ଭୁବନେଶ୍ୱର, ୧୪ା୧(ଓଡ଼ିଶା ଭାସ୍କର): ମକର ସଂକ୍ରାନ୍ତୀ ହିନ୍ଦୁମାନଙ୍କର ଏକ ବଡ଼ ପର୍ବ । ଆସନ୍ତାକାଲି ମକରସଂକ୍ରାନ୍ତୀ ଥିବାରୁ ବ୍ୟାଙ୍କ ବନ୍ଦ ରହିବ । ଆସନ୍ତାକାଲି ବ୍ୟାଙ୍କ ବନ୍ଦ ରଖିବାକୁ ସରକାର ଘୋଷଣା କରିଛନ୍ତି । ସେହିପରି ଗତକାଲି ମଧ୍ୟ ଏହି ସଂକ୍ରାନ୍ତୀ ପାଇଁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଥିଲେ ।

Get real time updates directly on you device, subscribe now.