fbpx

ନୂଆଦିଲ୍ଲୀ ଆସନରୁ ଲଢ଼ିବେ କେଜରିୱାଲ

ନୂଆଦିଲ୍ଲୀ, ୧୪ା୧: ଆସନ୍ତା ବିଧାନସଭା ନିର୍ବାଚନରେ ନୂଆଦିଲ୍ଲୀ ବିଧାନସଭା ଆସନରୁ ଲଢ଼ିବେ ଆମ ଆଦମି ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ମଙ୍ଗଳବାର ଆମ ଆଦମି ପାର୍ଟି ପକ୍ଷରୁ ବିଧାନସଭା ନିର୍ବାଚନ ପାଇଁ ୭୦ଜଣ ନାମ ଓ ଆସନ ଘୋଷଣା କରାଯାଇଛି । ଦଳ ପକ୍ଷରୁ ଚଳିତଥର ୯ଜଣ ନୂତନ ପ୍ରାର୍ଥୀଙ୍କୁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦିଆଯାଇଛି ।

Get real time updates directly on you device, subscribe now.