fbpx

Big Breaking… ‘ଆସନ୍ତାକାଲି ଭାରତ ବନ୍ଦ…’ କୃଷକ ସଂଗଠନର ଡାକରାକୁ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ: ଆସନ୍ତାକାଲି ପାଇଁ ‘ଭାରତ ବନ୍ଦ’ ଡାକରା ଦେଇଛି କୃଷକ ସଂଗଠନ । ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଫେବୃାରୀ ୧୬ ତାରିଖ(ଶୁକ୍ରବାର)କୁ ଭାରତ ବନ୍ଦ ପାଇଁ ଡାକରା ଦିଆଯାଇଛି । କୃଷକ ସଂଗଠନର ଏହି ଭାରତ ବନଦ ଡାକରାକୁ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛି ।

Get real time updates directly on you device, subscribe now.