fbpx

୧୬ରୁ ଖୋଲିବ ଐତିହ୍ୟସ୍ଥଳୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୬ ତାରିଖରୁ ସମସ୍ତ ଐତିହ୍ୟସ୍ଥଳୀ ଖୋଲିବ । ଏନେଇ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏପ୍ରିଲ୍ ୧୫ ତାରିଖରୁ କୋଭିଡ୍ ସଂକ୍ରମଣ କାରଣରୁ ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳୀ ବନ୍ଦ ରହିଛି । ଆଗକୁ ୧୬ ତାରିଖରେ ଐତିହ୍ୟସ୍ଥଳୀ ଖୋଲିବ ସତ ହେଲେ ରାଜ୍ୟ ପକ୍ଷରୁ ଜାରି ହୋଇଥିବା ସମସ୍ତ କଟକଣାକୁ ପାଳନ କରାଯିବ । ପର୍ଯ୍ୟଟକଙ୍କ ସଂଖ୍ୟାକୁ ଦେଖି ନିର୍ଦ୍ଦିଷ୍ଟ ଏସଓପି ପାଳନ କରାଯିବ ।

Get real time updates directly on you device, subscribe now.