fbpx

ମାର୍ଚ୍ଚ ୧ରୁ ଆଉ ନାହିଁ ନିସ୍ତାର: କଡାକଡି ହେବ ଟ୍ରାଫିକ୍ ନିୟମ

ଭୁୁବନେଶ୍ୱର,୨୬ ।୨(ଓଡିଶା ଭାସ୍କର): ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଆଉ ତ୍ରାହି ମିଳିବନି । ମାର୍ଚ୍ଚ ୧ରୁ କଡାକଡି ଭାବେ ଟ୍ରାଫିକ୍ ନିୟମ ପାଳନ ହେବ । ଏନେଇ ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଏଣିକି କାଗଜପତ୍ର ନଥିଲେ ଫାଇନ୍ ଦେବାକୁ ପଡିବ ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ଆରଟିଓ ଅଫିସଗୁଡିକରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ପ୍ରବଳ ଭିଡ ଲାଗିରହୁଥିବା କାରଣରୁ ନୂଆ ଟ୍ରାଫିକ୍ ନିୟମକୁ ଆଉ ୩ ମାସ ପର୍ଯ୍ୟନ୍ତ କୋହଳ କରାଯାଇଥିଲା।

Get real time updates directly on you device, subscribe now.