fbpx

ମାଲବାହୀ ଟ୍ରେନ ଲାଇନଚ୍ୟୁତ

Advertisement

କୋରାପୁଟ,୧୦/୧୧(ଓଡିଶା ଭାସ୍କର): କୋରାପୁଟର ଜରଟି ମାନବର ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଲୁହାପଥର ଗୁଣ୍ଡ ବୋଝେଇ ଟ୍ରେନ୍‌ର ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ମରାମତି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଯାତ୍ରୀବାହୀ ଟ୍ରେନ୍‌ ସେବା ସ୍ବାଭାବିକ ହେବାରେ ଲାଗିଛି।

ତେବେ ମାଲଗାଡ଼ି କିରଣ୍ଡଲରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା ବୋଲି ଜଣା ପଡ଼ିଛି ।

Get real time updates directly on you device, subscribe now.