fbpx

୩ ଦିନ ପାଇଁ ୩ଟି ଟ୍ରେନ୍ ବାତିଲ

ଭୁବନେଶ୍ୱର,୬ ।୨(ଓଡିଶା ଭାସ୍କର): ପାରାଦୀପ ଷ୍ଟେସନରେ ସୁରକ୍ଷା ସମ୍ପର୍କିତ ଆଧୁନିକୀକରଣ ହେବ । ଏନେଇ ଗୋଟିଏ ଏକ୍ସପ୍ରେସ ଓ ୨ଟି ପାସେଞ୍ଜର ଟେନକୁ ୩ ଦିନ ପାଇଁ ବାତିଲ କରାଯାଇଛି । କାଲିଠାରୁ ୯ ତାରିଖ ଯାଏ ପୁରୀ-ପାରାଦୀପ ଇଣ୍ଟରସିଟି ଏକ୍ସପ୍ରେସ ବାତିଲ ହୋଇଛି । ସେହିପରି କଟକ-ପାରାଦୀପ- କଟକ ମେମୁ ଓ ପାସେଞ୍ଜର ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି । ତେବେ ହରିଦାସପୁର-ପାରାଦୀପ ନୂତନ ରେଳ ଲାଇନ୍ ସଂଯୋଗ ପାଇଁ ବ୍ୟବସ୍ଥା ହେବ ।

Get real time updates directly on you device, subscribe now.