fbpx

(Video) ପାହାଡ଼ ମଧ୍ୟରେ ଫସିଲା ଟ୍ରକ୍, ତା’ପରେ ହେଲା ଏମିତି…

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ବି ହୋଇପାରେ, ଦୁର୍ଘଟଣା ଯୋଗୁଁ ଅନେକ ସମୟରେ ପ୍ରାଣ ମଧ୍ୟ ହାରଇଥାନ୍ତି । ଖାସକରି ପାହାଡ଼ିଆ ଘାଟି ଅଞ୍ଚଳରେ ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଥାଏ । ଏଠାରେ ଟିକେ ଅସାବଧାନତା ବଡ଼ ବିପଦକୁ ଡ଼ାକିପାରେ । ଏଥିପାଇଁ ଘାଟି ଅଞ୍ଚଳରେ ଅଧିକ ସତର୍କ ରହିବା ଆବଶ୍ୟକ ।

ସୋସିଆଲ ମିଡିଆରେ ଅନେକ ଦୁର୍ଘଟଣାର ଭିଡିଓ ଦେଖିବାକୁ ମିଳେ, ଯେଉଁଥିରେ କେତେବେଳେ ଗାଡ଼ ଚାଳକଙ୍କ ଭୁଲ୍ ତ’ କେତେବେଳେ ବିନା କୌଣସି ଭୁଲ୍ ରେ ମଧ୍ୟ ଦୁର୍ଘଟଣା ହୋଇଥାଏ । ଏହିଭଳି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗୋଟିଏ ଟ୍ରକ୍ ଖାଇରେ ତଳକୁ ଖସୁଛି ।

ଭିଡିଓ ଦେଖିଲେ ଆପଣ ଜାଣିପାରୁଥିବେ କିଭଳି ବିପଜ୍ଜନକ ଅବସ୍ଥାରେ ଫସି ରହିଛି ଟ୍ରକ୍, ଆଉ ଦେଖୁ ଦେଖୁ ଟ୍ରକଟି ସେହି ଖାଇ ମଧ୍ୟକୁ ଖସି ପଡ଼ୁଛି ଯାହା ପ୍ରକୃତରେ ଅତି ଭୟାନକ । ଏହି ଭିଡିଓକୁ ଦେଖି ଅନେକ ସେମାନଙ୍କ କମେଣ୍ଟ କରୁଛନ୍ତି ଏବଂ ଏଭଳି ସ୍ଥାନରେ ସତର୍କ ହୋଇ ଗାଡ଼ି ଚଲାଇବାକୁ ଅନୁରୋଧ କରିଛନ୍ତି ।

 

View this post on Instagram

 

A post shared by Khadim Bhai (@fc_tornato_khadim)

Get real time updates directly on you device, subscribe now.