fbpx

ଆଗ୍ରାରେ ପହଞ୍ଚିଲେ ଟ୍ରମ୍ପ ଦମ୍ପତି

ଆଗ୍ରା,୨୪ ।୨: ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଟେରୋ ଷ୍ଟାଡିୟମ ପରେ ଆଗ୍ରାରେ ପହଞ୍ଚିଛନ୍ତି । ସେଠାରେ ପତ୍ନୀ ମେଳାନିଆଙ୍କ ଆଗ୍ରା ତାଜମହଲର ସୁନ୍ଦରତାକୁ ଉପଭୋଗ କରିବେ ଟ୍ରମ୍ପ ।

ତେବେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଆଗ୍ରା ଗସ୍ତକୁ ଲକ୍ଷ୍ୟ ରଖି ଆଗ୍ରାରେ ମଧ୍ୟ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେଠାରୁ ଆଗ୍ରାର ତାଜମହଲ ପରିଦର୍ଶନ କରି ଦିଲ୍ଲୀ ଅଭିମୁଖେ ବାହାରିବେ ରାଷ୍ଟ୍ରପତି ଟ୍ରମ୍ପ ।

Get real time updates directly on you device, subscribe now.