fbpx

(Video) ପୁଣି କ୍ୟାମେରା ସାମ୍ନାରେ ଟୁଙ୍ଗୁରୁ ଭୋଳ: ବାହାଘର ପ୍ରତିଶ୍ରୁତି ଓ ବର୍ଷାଙ୍କ ହାତକଟାକୁ ନେଇ ଦେଲେ ସଫେଇ

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଟୋ ଡ୍ରାଇଭର ଡୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ପ୍ରେମ କାହାଣୀ ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । କିଏ ସତ କହୁଛି, ତାହା ଜାଣି ହେଉନି । ପୁହେଁ ପରସ୍ପରକୁ ଆଙ୍ଗୁଠି ଦେଖାଉଥିବା ବେଳେ ଏ ପ୍ରେମ କାହାଣୀ କେଉଁ ଆଡକୁ ଯାଉଛି, ତାହା ଦେଖିବାକୁ ବାକି ରହିଲା ।

ଗତକାଲି ବର୍ଷାଙ୍କ ଙ୍କ ଏକ ଅଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଟୁଙ୍ଗୁରୁଙ୍କ ସହ କଥା ହେଉଥିଲେ । କଲରେ ଟୁଙ୍ଗୁରୁ ବର୍ଷାଙ୍କୁ ଶାନ୍ତ ହେବାକୁ କହିବା ସହ ବାହାଘର ପାଇଁ ଶାନ୍ତ୍ୱନା ଦେଇଥିଲେ । ଟୁଙ୍ଗୁରୁଙ୍କ କଥାରୁ ବର୍ଷାଙ୍କ ପ୍ରତି ତାଙ୍କ ଭଲପାଇବା ମାପିହେଉଛି । ଏହାରି ମଧ୍ୟରେ କ୍ୟାମେରା ସାମ୍ନାକୁ ପୁଣିଥରେ ଆସିଛନ୍ତି ଟୁଙ୍ଗୁରୁ ଭୋଳ । ବର୍ଷାଙ୍କୁ ଦେଇଥିବା ବାହାଘର ପ୍ରତିଶ୍ରୁତି ଓ ହାତ କଟାକୁ ନେଇ ଟୁଙ୍ଗୁରୁ କ୍ୟାମେରା ସାମ୍ନାରେ ସଫେଇ ଦେଇଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.