fbpx
BSKY
BJD SHG SKY
BJD YOUTH SKY

ଅର୍ଥନୀତିର ପୁନଃଉଦ୍ଧାର ପାଇଁ ବଡ଼ ଘୋଷଣା, ପ୍ରତିଷ୍ଠା ହେବ ୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ

ଭୁବନେଶ୍ୱର, ୨୯ା୫(ଓଡ଼ିଶା ଭ।ସ୍କର):  ଅର୍ଥନୀତିର ପୁନଃଉଦ୍ଧାର ପାଇଁ ଏକ ବଡ଼ ଘୋଷଣା କରାଯାଇଛି । ରାଜ୍ୟରେ ପ୍ରତିଷ୍ଠା ହେବ ଦୁଇଟି ଇଣ୍ଡଷ୍ଟ୍ରିଆଲ ପାର୍କ । ଧାମରାରେ ପ୍ରତିଷ୍ଠା ହେବ ଟେକ୍ସଟାଇଳ ପାର୍କ । ସେହିପରି ଢ଼େଙ୍କାନାଳରେ ପ୍ରତିଷ୍ଠା ହେବ ମେଡ଼ିକାଲ ପାର୍କ । ୧ହଜାର ଏକର ଲେଖାଏଁ ଜାଗାରେ ପ୍ରତିଷ୍ଠା ହେବ ପାର୍କ । ୨ଟି ପାର୍କରେ ୬ରୁ ୭ ହଜାର କୋଟି ଟଙ୍କା ନିବେଶ ହେବ ।

Get real time updates directly on you device, subscribe now.