fbpx

ମହାନଦୀରେ ବୁଡ଼ି ୨ ନିଖୋଜ: ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ୍ ଟିମ୍

Advertisement

କଟକ: ମହାନଦୀର ଯୋବ୍ରା ବ୍ୟାରେଜ ନିକଟରେ ବୁଡ଼ିଗଲେ ୩ ଯୁବକ । ୩ ଜଣ ଯୁବକ ଯୋବ୍ରାରେ ଗାଧୋଇବା ପାଇଁ ଯାଇଥିବାବେଳ ଘଟିଛି ଅଘଟଣ । ତେବେ ଗୁରୁତର ଅବସ୍ଥାରେ ଜଣଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ତାଙ୍କୁ ମେଡିକାଲକୁ ପଠାଯାଇଥିବା ବେଳେ ୨ ନିଖୋଜକୁ ଖୋଜିବା ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଓଡ୍ରାଫ୍ ଟିମ୍ ।

Get real time updates directly on you device, subscribe now.