fbpx

ବିବାଦୀୟ ଅଡ଼ିଓ ଭାଇରାଲ ପ୍ରସଙ୍ଗରେ ଦୁଇ ଗିରଫ

ଭୁବନେଶ୍ୱର, ୧୦ା୮(ଓଡ଼ିଶା ଭାସ୍କର): ଏକ ଘରୋଇ ଟିଭି ଚ୍ୟାନେଲ ଦ୍ୱାରା ପ୍ରସାରଣ ହୋଇଥିଲା ବିବାଦୀୟ ଅଡ଼ିଓ । ଏହି ପ୍ରସଙ୍ଗରେ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ କରାଯାଇଥିବା ଦୁଇ ଜଣଙ୍କୁ ପଚରା ଉଚରା କରାଯିବା ପରେ ଭାଇରାଲ ହୋଇଥିବା ଅଡ଼ିଓ କ୍ଲିପକୁ ତିଆରି କରାଯାଇଥିଲା ବୋଲି କମିଶନରେଟ ପୋଲିସ ସୂଚନା ଦେଇଛି । ଉଦ୍ଦେଶ୍ୟମୂଳକ ଭାବେ ଏହି ଅଡ଼ିଓ କ୍ଲିପକୁ ତିଆରି କରାଯାଇଥିଲା । ଏହାସହ ଦୁଇ ଗିରଫଙ୍କ ମଧ୍ୟରେ ଜଣେ ଅରଟେଲ କର୍ମଚାରି ରହିଥିବା ନେଇ ଜଣାପଡ଼ିଛି ।

Get real time updates directly on you device, subscribe now.