fbpx

ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ

AAKASH

ଭୁୂବନେଶ୍ବର: ପୋଖରୀପୁଟ ଅଞ୍ଚଳରେ ଅଭବନୀୟ ଘଟଣା | ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ | ଦୁଇ ଛାତ୍ରଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
| କ୍ୟାପିଟାଲ ହସ୍ପିଟାଲରେ ଦୁଇ ଜଣ ଛାତ୍ରଙ୍କୁ ମୃତ ଘୋଷଣା କଲେ ଡାକ୍ତର | ପୋଖରୀରେ ବୁଡ଼ିବାର କାରଣ ଅସ୍ପଷ୍ଟ |

Get real time updates directly on you device, subscribe now.