fbpx

ମହାରାଷ୍ଟ୍ର: ଉଦ୍ଧବଙ୍କ ବହୁମତ ପରୀକ୍ଷା

ମୁମ୍ବାଇ,୩୦ ।୧୧: ମହାରାଷ୍ଟ୍ର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବହୁମତ ସାବ୍ୟସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅଶୋକ ଚୌହାନ ବିଶ୍ୱାସ ପ୍ରସ୍ତାବ ରଖିଛନ୍ତି । ପ୍ରସ୍ତାବର ସମର୍ଥନ କରିଛି ମହାରାଷ୍ଟ୍ର ବିକାଶ ଅଘାଡି ।

ତେବେ ଗୃହରେ ଶାନ୍ତି ବଜାୟ ରଖିବାକୁ ଅସ୍ଥାୟୀ ବାଚସ୍ପତି ଆହ୍ୱାନ ଦେଇଛନ୍ତି । ଅନ୍ୟପଟେ ଅସ୍ଥାୟୀ ବାଚସ୍ପତି ପରିବର୍ତ୍ତନ ପ୍ରସଙ୍ଗ ଉଠାଇଛନ୍ତି ଫଡନାଭିସ । ବିଜେପି ସଦସ୍ୟ କକ୍ଷତ୍ୟାଗ କରିବା ସହ ଗୃହର ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Get real time updates directly on you device, subscribe now.