-
World 144,264,807
WorldConfirmed: 144,264,807Active: 18,467,456Recovered: 122,731,138Death: 3,066,213 -
USA 32,583,792
USAConfirmed: 32,583,792Active: 6,849,612Recovered: 25,151,152Death: 583,028 -
India 15,924,732
IndiaConfirmed: 15,924,732Active: 2,290,689Recovered: 13,449,371Death: 184,672 -
Brazil 14,050,885
BrazilConfirmed: 14,050,885Active: 1,110,666Recovered: 12,561,689Death: 378,530 -
Russia 4,727,125
RussiaConfirmed: 4,727,125Active: 267,546Recovered: 4,352,873Death: 106,706 -
Turkey 4,446,591
TurkeyConfirmed: 4,446,591Active: 565,274Recovered: 3,844,342Death: 36,975 -
UK 4,395,703
UKConfirmed: 4,395,703Active: 101,642Recovered: 4,166,734Death: 127,327 -
Italy 3,904,899
ItalyConfirmed: 3,904,899Active: 475,635Recovered: 3,311,267Death: 117,997 -
Germany 3,208,672
GermanyConfirmed: 3,208,672Active: 303,190Recovered: 2,824,100Death: 81,382 -
Pakistan 772,381
PakistanConfirmed: 772,381Active: 83,162Recovered: 672,619Death: 16,600 -
China 90,541
ChinaConfirmed: 90,541Active: 305Recovered: 85,600Death: 4,636
ପୁରୀ,୫ ।୩(ଓଡିଶା ଭାସ୍କର): ଶ୍ରୀମନ୍ଦିର ବିକାଶ ପାଇଁ ଗଜପତି ମହାରାଜଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶାଳ ସମର୍ପଣ ନିଧି ସଂଗ୍ରହ ଅଭିଯାନ ନିଜ ମାର୍ଗଦର୍ଶନରେ କରିବାକୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି । ଏହି ଅଭିଯାନକୁ ସ୍ୱେଚ୍ଛାକୃତ ଜନ ଆନ୍ଦୋଳନ କରିବାକୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହଯୋଗ ଲଢିଛନ୍ତି ଧର୍ମେନ୍ଦ୍ର । ଏହା ସହ ଧର୍ମେନ୍ଦ୍ର ଚିଠିରେ ଲେଖିଛନ୍ତି ଯେ, ‘ପ୍ରତ୍ୟେକ ହିନ୍ଦୁ, ଓଡିଆ ଶ୍ରମ ଓ ଅର୍ଥଦାନରେ ପ୍ରଭୁଙ୍କ ସେବାର ସୁଯୋଗ ପାଇବେ । ପ୍ରାୟ ୪ କୋଟି ଓଡିଆ ମହାପ୍ରଭୁଙ୍କ ସେବା କରିବାକୁ ସୁଯୋଗ ପାଇବେ । ପ୍ରସ୍ତାବିତ ଅଭିଯାନରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ୱୟ ରଖିବାକୁ ଆହ୍ୱାନ ଦିଆଯାଇଛି । ଏହାର ସଫଳତା ନେଇ କେନ୍ଦ୍ର ସରକାର ସବୁ ସହଯୋଗ ପାଇଁ ଇଚ୍ଛୁକ ଅଛନ୍ତି । ମହାପ୍ରଭୁଙ୍କ ଭକ୍ତଙ୍କ ପାଇଁ ଭାରତର ଏକାଧିକ ବ୍ୟାଙ୍କ ପକ୍ଷରୁ ସମସ୍ତ ସୁବିଧା କରାଯିବ । ଏହି ପବିତ୍ର ଚେଷ୍ଟାକୁ ବଡ ସଫଳତା ଦେବାକୁ ଭାରତ ସରକାର ସହଯୋଗ କରିବେ ।’
Comments are closed.