ଗଜପତି ମହାରାଜଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି, ଜାଣନ୍ତୁ କାହିଁକି?

COVID-19 Updates
  • World 144,264,807
    World
    Confirmed: 144,264,807
    Active: 18,467,456
    Recovered: 122,731,138
    Death: 3,066,213
  • USA 32,583,792
    USA
    Confirmed: 32,583,792
    Active: 6,849,612
    Recovered: 25,151,152
    Death: 583,028
  • India 15,924,732
    India
    Confirmed: 15,924,732
    Active: 2,290,689
    Recovered: 13,449,371
    Death: 184,672
  • Brazil 14,050,885
    Brazil
    Confirmed: 14,050,885
    Active: 1,110,666
    Recovered: 12,561,689
    Death: 378,530
  • Russia 4,727,125
    Russia
    Confirmed: 4,727,125
    Active: 267,546
    Recovered: 4,352,873
    Death: 106,706
  • Turkey 4,446,591
    Turkey
    Confirmed: 4,446,591
    Active: 565,274
    Recovered: 3,844,342
    Death: 36,975
  • UK 4,395,703
    UK
    Confirmed: 4,395,703
    Active: 101,642
    Recovered: 4,166,734
    Death: 127,327
  • Italy 3,904,899
    Italy
    Confirmed: 3,904,899
    Active: 475,635
    Recovered: 3,311,267
    Death: 117,997
  • Germany 3,208,672
    Germany
    Confirmed: 3,208,672
    Active: 303,190
    Recovered: 2,824,100
    Death: 81,382
  • Pakistan 772,381
    Pakistan
    Confirmed: 772,381
    Active: 83,162
    Recovered: 672,619
    Death: 16,600
  • China 90,541
    China
    Confirmed: 90,541
    Active: 305
    Recovered: 85,600
    Death: 4,636

ପୁରୀ,୫ ।୩(ଓଡିଶା ଭାସ୍କର): ଶ୍ରୀମନ୍ଦିର ବିକାଶ ପାଇଁ ଗଜପତି ମହାରାଜଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶାଳ ସମର୍ପଣ ନିଧି ସଂଗ୍ରହ ଅଭିଯାନ ନିଜ ମାର୍ଗଦର୍ଶନରେ କରିବାକୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି । ଏହି ଅଭିଯାନକୁ ସ୍ୱେଚ୍ଛାକୃତ ଜନ ଆନ୍ଦୋଳନ କରିବାକୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହଯୋଗ ଲଢିଛନ୍ତି ଧର୍ମେନ୍ଦ୍ର । ଏହା ସହ ଧର୍ମେନ୍ଦ୍ର ଚିଠିରେ ଲେଖିଛନ୍ତି ଯେ, ‘ପ୍ରତ୍ୟେକ ହିନ୍ଦୁ, ଓଡିଆ ଶ୍ରମ ଓ ଅର୍ଥଦାନରେ ପ୍ରଭୁଙ୍କ ସେବାର ସୁଯୋଗ ପାଇବେ । ପ୍ରାୟ ୪ କୋଟି ଓଡିଆ ମହାପ୍ରଭୁଙ୍କ ସେବା କରିବାକୁ ସୁଯୋଗ ପାଇବେ । ପ୍ରସ୍ତାବିତ ଅଭିଯାନରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ୱୟ ରଖିବାକୁ ଆହ୍ୱାନ ଦିଆଯାଇଛି । ଏହାର ସଫଳତା ନେଇ କେନ୍ଦ୍ର ସରକାର ସବୁ ସହଯୋଗ ପାଇଁ ଇଚ୍ଛୁକ ଅଛନ୍ତି । ମହାପ୍ରଭୁଙ୍କ ଭକ୍ତଙ୍କ ପାଇଁ ଭାରତର ଏକାଧିକ ବ୍ୟାଙ୍କ ପକ୍ଷରୁ ସମସ୍ତ ସୁବିଧା କରାଯିବ । ଏହି ପବିତ୍ର ଚେଷ୍ଟାକୁ ବଡ ସଫଳତା ଦେବାକୁ ଭାରତ ସରକାର ସହଯୋଗ କରିବେ ।’

Get real time updates directly on you device, subscribe now.

Comments are closed.