-
World 144,338,174
WorldConfirmed: 144,338,174Active: 18,536,485Recovered: 122,732,529Death: 3,069,160 -
USA 32,587,166
USAConfirmed: 32,587,166Active: 6,840,503Recovered: 25,163,545Death: 583,118 -
India 15,924,732
IndiaConfirmed: 15,924,732Active: 2,290,689Recovered: 13,449,371Death: 184,672 -
Brazil 14,050,885
BrazilConfirmed: 14,050,885Active: 1,110,666Recovered: 12,561,689Death: 378,530 -
Russia 4,727,125
RussiaConfirmed: 4,727,125Active: 267,546Recovered: 4,352,873Death: 106,706 -
Turkey 4,446,591
TurkeyConfirmed: 4,446,591Active: 565,274Recovered: 3,844,342Death: 36,975 -
UK 4,395,703
UKConfirmed: 4,395,703Active: 101,642Recovered: 4,166,734Death: 127,327 -
Italy 3,904,899
ItalyConfirmed: 3,904,899Active: 475,635Recovered: 3,311,267Death: 117,997 -
Germany 3,208,672
GermanyConfirmed: 3,208,672Active: 303,190Recovered: 2,824,100Death: 81,382 -
Pakistan 772,381
PakistanConfirmed: 772,381Active: 83,162Recovered: 672,619Death: 16,600 -
China 90,541
ChinaConfirmed: 90,541Active: 305Recovered: 85,600Death: 4,636
ଭୁବନେଶ୍ୱର,୫ ।୩(ଓଡିଶା ଭାସ୍କର): ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ରିମାଣ୍ଡ ଶେଷ ହୋଇଛି । ରିମାଣ୍ଡ ଶେଷ ହେବା ପରେ ବିବନକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ତେବେ ଆଜି ସକାଳରେ ବିବନକୁ ନେଇ ସିନ୍ ରିକ୍ରିଏସନ କରିଥିଲା ସିବିଆଇ । ତେବେ ରିମାଣ୍ଡରେ ସିବିଆଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ଏହି ତଥ୍ୟ ତଦନ୍ତରେ ଅଧିକ ସହଯୋଗ କରିବ । ଏନେଇ ସିବିଆଇ ଆଇନ ପରାମର୍ଶ ଦାତା କାଳୀଚରଣ ମିଶ୍ର ସୂଚନା ଦେଇଛନ୍ତି ।
ତେବେ ଘଟଣା ଘଟାଇବା ପରେ ବିବନ କିପରି ଫେରାର ହୋଇଥିଲା ସେନେଇ ସୁବିସ୍ତୃତ ତଥ୍ୟ ବିବନ ସିବିଆଇକୁ ପ୍ରଦାନ କରିଛି । ରିମାଣ୍ଡ ସରିବା ପରେ ସିବିଆଇ ପୁଣି ରିମାଣ୍ଡ ପାଇଁ ଆବେଦନ କରିବ ବୋଲି କୁହାଯାଇଛି । ପୂର୍ବରୁ ଟିଆଇ ପରେଡରେ ଅଞ୍ଜନା ଓ ଗାଡ଼ି ଡ୍ରାଇଭର ବିବନକୁ ଚିହ୍ନିଥିଲା ।
Comments are closed.