fbpx

ବିନା ପୋଷାକରେ ରହିଥାନ୍ତି ଏହି ଗାଁର ଲୋକେ: ଜାଣନ୍ତୁ ଏହାର ରହସ୍ୟ

ଭିନ୍ନ ଏ ଦୁନିଆ ଭିନ୍ନ ତାର ପରିକଳ୍ପନା । ଏହି ଦୁଆରେ ରହିଛି ଅନେକ ଅଜବ କଥା ଓ ରହସ୍ୟ । ତେବେ ଏହି ଦୁନିଆରେ ଏମିତି ବି କିଛି ଜାଗା ଅଛି ଯେଉଁଠାରେ ଅଜବ ଧରଣର ଲୋକଙ୍କୁ ଦେଖିବାକୁ ମିଳିଥାଏ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏପରି ଏକ ଗାଁ ଅଛି ଯେଉଁଠାରେ ଲୋକେ ବିନା ପୋଷାକରେ ରହିଥାନ୍ତିି । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଗାଁ ବିଷୟରେ ।

ଆମେ ସମସ୍ତେ ଘରୁ ବାହାରକୁ ଗଲେ ପୋଷାକ ପରିଧାନ କରିଯାଇଥାଉ । କିନ୍ତୁ ବ୍ରିଟେନରେ ଏପରି ଏକ ଗାଁ ଅଛି ଯେଉଁଠାରେ ଲୋକେ ବିନା ପୋଷାକରେ ରହିଥାନ୍ତି ।ତେବେ ଏପରି ନୁହେଁ କି ସେଠାକାର ଲୋକେ ଗରିବ କିମ୍ବା ତାଙ୍କ ପାଖରେ ପିନ୍ଧିବାକୁ ପୋଷାକ ନାହିଁ । କିନ୍ତୁ ସେହି ଗାଁର ଲୋକେ ପୋଷାକ ନ ପିନ୍ଧିବା ସେଠାକାର ବହୁ ପୁରୁଣା ପରମ୍ପରା । ବ୍ରିଟେନରେ ଥିବା ଏହି ଅଜବ ଗାଁର ନାମ ହେଉଛି ବ୍ରିଟେନ ସିକ୍ରେଟ୍ ନ୍ୟୁଡିଷ୍ଟ ଭିଲେଜ୍ । ତେବେ ଏଠାକାର ଲୋକେ ବର୍ଷ ବର୍ଷ ଧରି ବିନା ପୋଷାକରେ ରହିଥାନ୍ତି । ତେବେ ଏହି ଗାଁ ରେ ୨ ବେଡରୁମ୍ ବିଶିଷ୍ଟ ଏକ ବଙ୍ଗଳା ମଧ୍ୟ ରହିଛି ଯାହାର ମୁଲ୍ୟ ୮୫,୦୦୦ ୟୁରୋପ ଅର୍ଥାତ ୬୯ଲକ୍ଷ ୩୯,୮୧୬ ଟଙ୍କା ବା ତା ଠାରୁ ଅଧିକ ହେବ ।

गांव का नाम जर्मन भाषा में रखा गया

ଏହି ଗାଁର ଲୋକମାନେ ବହୁତ ସୁଖ ସୁବିଧାରେ ରହିଥାନ୍ତି । କିନ୍ତୁ ଏହି ଗାଁର ପରମ୍ପରା ଅନୁସାରେ ଏଠାକାର ଲୋକେ ଦୀର୍ଘ ୯୦ ବର୍ଷ ଧରି ବିନା ପୋଷାକରେ ରହିଆସୁଛନ୍ତି । ତେବେ ୧୯୨୯ ମସିହାରେ ଏହି ସମୁଦାୟ ସ୍ଥାପନା ହୋଇଥିଲା । ଯାହାର ବଂଶଧର ଏବେବି ସେହି ଗ୍ରାମରେ ରହି ଆସୁଛନ୍ତି । ତେବେ ଏହି ଗାଁ ବିଷୟରେ ଅନେକ ଡକ୍ୟୁମେଣ୍ଟାରୀ ଓ ସର୍ଟ ମୁଭି ମଧ୍ୟ ପ୍ରସ୍ତୁତ ହୋଇଛି ।

Get real time updates directly on you device, subscribe now.