fbpx

ଚାଷୀଙ୍କ ଉପରେ ଚଢ଼ିଗଲା କାର୍, ଘଟଣାସ୍ଥଳରେ ୮ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କ ଉପରେ କାର୍ ମାଡ଼ିଯାଇଛି । କାର୍ ଚଢ଼ିଯାଇଥିବା ନେଇ ସଂପୃକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ଅଣାଯାଇଛି । ଏଥିରେ ୪ ଜଣ ଆନ୍ଦୋଳନକାରୀଙ୍କ ସହିତ କାର୍ ଭିତରେ ଥିବା ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି । ୟୁପିର ଖିରୀରେ କୃଷି ଆଇନ୍ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ସହିତ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ତେବେ ଏହି ୮ଜଣଙ୍କର ମୃତ୍ୟୁ ପରେ ଉତ୍ତରପ୍ରଦେଶରେ ହଙ୍ଗାମା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.