ଭୁୁବନେଶ୍ୱର,୨୭ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଟିକାକରଣକୁ ମଧ୍ୟ ବଢାଇବାକୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ଏଣିକି ବିଦ୍ୟୁତ, ଜଳ ଯୋଗାଣ, ପରିବହନ ବିଭାଗ କର୍ମଚାରୀଙ୍କୁ ଟିକା ଦିଆଯିବ । ଏମାନଙ୍କୁ ସ୍ପଟ ଭ୍ୟାକ୍ସିନେସନ କରାଯିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ ଷ୍ଟିୟରିଂ କମିଟି ମିଟିଂରେ ନିଷ୍ପତ୍ତି ନିଆଯାଇଛି । ସମ୍ପୃକ୍ତ କର୍ମଚାରୀଙ୍କୁ ଅଗ୍ରଣୀ କର୍ମୀ ଭାବେ ବିବେଚନା ନେଇ ନିଷ୍ପତ୍ତି ନିଆଯାଇଛି । ୩ ବିଭାଗର କର୍ମଚାରୀଙ୍କୁ ଟିକା ନେଇ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର ଓ ସିଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଟିକାକରଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
Get real time updates directly on you device, subscribe now.
Prev Post
Indian Army Jawans Dance at the Pangong Tso lake, the Video Goes Viral! Watch the Viral Video Here!
Next Post