fbpx

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଗାଡ଼ି, ୧୨ ଆହତ

ଓଡ଼ିଶା ଭାସ୍କର: ପିଛା ଛାଡ଼ୁନି ଘାଟି ଦୁର୍ଘଟଣା । ଗଜପତିରୁ ଗଞ୍ଜାମ ଆସୁଥିବା ବେଳେ ଭାରସାମ୍ୟ ହରାଇ ତପ୍ତପାଣି ଘାଟିରେ  ଓଲଟିଲା ଏକ ନଳ କୂପ ଖନନ ଗାଡ଼ି । ଏହି ଦୁର୍ଘଟଣାରେ ୧୨ ଜଣ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୫ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି ।

Get real time updates directly on you device, subscribe now.