fbpx
BJD
BJD SKY
BJD SKY

ଆସନ୍ତା ସପ୍ତାହରୁ ହଂସପାଳ ଓଭରବ୍ରିଜ୍‌ରେ ଗଡିବ ଗାଡି, ଏନଏଚଆଇ କର୍ତ୍ତୃପକ୍ଷଙ୍କ ସୂଚନା

ଭୁବନେଶ୍ୱର: ହଂସପାଳ ଓଭରବ୍ରିଜ୍ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏ ନେଇ ସୂଚନା ଦେଇଛନ୍ତି ଏନଏଚ୍‌ଏଆଇ କର୍ତ୍ତୃପକ୍ଷ । ଏହି ବ୍ରିଜ୍‌ରେ ଗାଡି ଚଳାଚଳ କରିବା ପରେ ହଂସପାଳ ଟ୍ରାଫିକ୍ ସମସ୍ୟା ଦୂର ହେବ । ଆସନ୍ତା ସପ୍ତାହରୁ ଏହି ବ୍ରିଜ୍‌ରେ ଗାଡି ଚଳାଚଳ କରିବ ବୋଲି ଏନଏଚ୍‌ଏଆଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପ୍ରଥମେ କଟକରୁ ଭୁବନେଶ୍ୱର ଆସୁଥିବା ଗାଡି ଏହି ବ୍ରିଜ୍‌ରେ ଯାତାୟତ କରିବ । ଏହାପରେ ଜୁନ୍ ଦ୍ୱିତୀୟ ସପ୍ତାହରୁ ଭୁବନେଶ୍ୱରରୁ କଟକ ଯାଉଥିବା ଗାଡିଗୁଡିକ ଏହି ବ୍ରିଜ୍‌ରେ ଚଳାଚଳ କରିବ ।

Get real time updates directly on you device, subscribe now.