fbpx

ଡିସେମ୍ବର ୨୭ରେ ବଲାଙ୍ଗିର ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ୱର,୨୨ ।୧୨(ଓଡିଶା ଭାସ୍କର): ଡିସେମ୍ବର ୨୭ରେ ବଲାଙ୍ଗିର ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ବଲାଙ୍ଗିର ଆସି ସେ ବରକାନିରେ BPCL ଏଲ୍‌ପିଜି ବଟଲିଂ ପ୍ଲାଣ୍ଟକୁ ଲୋକାର୍ପିତ କରିବେ । ଏଥିରେ ରାଜ୍ୟପାଳ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗଦେବେ । ତେବେ ୧୦୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ବଟଲିଂ ପ୍ଲାଣ୍ଟ ।

Get real time updates directly on you device, subscribe now.