fbpx

ଭାଇରାଲ ହେଉଛି ଏହି ରହସ୍ୟମୟ ଜୀବର ଭିଡିଓ: ଲୋକେ କହୁଛନ୍ତି ଏଲିୟନ୍, ଆପଣ ବି ଦେଖନ୍ତୁ

ଦୁନିଆରେ ଅନେକ ରହସ୍ୟମୟ ଜୀବ ଦେଖିବାକୁ ମିଳିଥାଏ, ଯାହା ସବୁଠାରୁ କିଛି ନା କିଛି ଭିନ୍ନ ହୋଇଥାଏ । ସେହିପରି ଗୋଟିଏ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାକୁ ଲାଗିଛି । ଏହି ଭିଡିଓରେ ଏକ ରହସ୍ୟମୟ ଜୀବକୁ ଦେଖିବାକୁ ମିଳିଛି, ଯାହାକି ଲକ୍ଷ ଲକ୍ଷ ଲୋକଙ୍କୁ ଆକର୍ଷିତ କରିଛି । ବହୁ ଲୋକ ଏହାକୁ ଏଲିୟନ୍ ସହ ତୁଳନା କରିଛନ୍ତି ।

ତେବେ ଏହି ଭିଡିଓଟି ୨ ସପ୍ତାହ ପୂର୍ବରୁ ଅପଲୋଡ ହୋଇଥିବା ବେଳେ ଏଥିରେ ବହୁ ଲୋକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଟ୍ୱିଟର ବ୍ୟବହାରକାରୀ ସନିୟାରକାଦେ ଅପଲୋଡ କରିଛନ୍ତି । ଆସନ୍ତୁ ଦେଖିବା ଏହି ଭିଡିଓ..

ସିବିଆର ରିପୋର୍ଟ ମୁତାବକ, ଏହି ଜୀବ ପ୍ରକୃତରେ ଏକ ବୁଟୀକ ଜୀବ, ଯାହା ଦୁନିଆର ସବୁଠାରୁ ଉଚ୍ଚ ପଶୁମାନଙ୍କଠାରୁ ଭିନ୍ନ । ଏହି ଜୀବଟି ୧୮୦ ଫୁଟ ପର୍ଯ୍ୟନ୍ତ ବଢିପାରେ । ଏହି ଜୀବ ବହୁ ବିଷାକ୍ତ ହୋଇଥିବା ବେଳେ ଉତ୍ତେଜିତ ହେଲେ ଏହା ଶିକାରୀକାରୀମାନଙ୍କୁ ଛାଡିବା ନାହିଁ ହୋଲି କୁହାଯାଉଛି ।’

Get real time updates directly on you device, subscribe now.