fbpx

ଭିଜିଲାନ୍ସ ଜାଲରେ ଫସିଲେ ଡିଏଫଓ

Advertisement

ବଲାଙ୍ଗୀର,୧୦ ।୬(ଓଡିଶା ଭାସ୍କର): ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଡିଏଫଓ ପ୍ରବୀଣର ମହାନ୍ତିଙ୍କୁ ଆଜି ବାନ୍ଧି ନେଇଛି ଭିଜିଲାନ୍ସ । ଡିଏଫଓଙ୍କ ସହ ଡେପୁଟି ଇଞ୍ଜିନିୟର ତ୍ରିଲୋଚନ ଦେହୁରୀ ମଧ୍ୟ ଗିରଫ ହୋଇଥିବା ଜଣାପଡିଛି । ଫଡିଘର ମରାମତି ପାଇଁ ପିସି ନେଉଥିବା ବେଳେ ଦୁହେଁ ଭିଜିଲାନ୍ସ ଜାଲରେ ଫସିଥିଲେ । ତେବେ ମରାମତି ପାଇଁ ଦୁହେଁ ୧ ଲକ୍ଷ ୬୬ ହଜାର ଟଙ୍କା ନେଉଥିବା ଜଣାପଡିଛି ।

Get real time updates directly on you device, subscribe now.