fbpx

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଜେଇ

କଟକ,୨୨ା୧୧(ଓଡ଼ିଶା ଭାସ୍କର): କଟକର ଇଲେକ୍ଟିକାଲ କନିଷ୍ଟ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଲାଞ୍ଚ ନେବା ବେଳେ ଗୋଡ଼ିସାହି ସେକ୍ସନ ଜେଇ ଭବାନୀ ମହନ୍ତ ଗିରଫ ହୋଇଥିବା ଜଣାପଡ଼ିଛି । ସେ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି । ଜଣେ ବ୍ୟକ୍ତିଙ୍କ ଘରକୁ ବିଦ୍ୟୁତ ସଂଯୋଗ କରିବା ପାଇଁ ଏହି ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.