fbpx

ଭିଜିଲାନ୍ସ ଜାଲରେ ବିଡିଓ: ୧ଲକ୍ଷ ୮୦ ହଜାର ଟଙ୍କା କଲା ଜବତ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବିଡିଓ । ଗୁଡଭେଳା ବିଡିଓ ବିନୋଦ ନାୟକ ଗିରଫ । ସରକାରୀ କ୍ୱାଟର୍ସ ମରାମତି ପାଇଁ ନେଉଥିଲେ ଲାଞ୍ଚ । ୧ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ । ଠିକାଦାର ଠାରୁ ଲାଞ୍ଚ ନେଉଥିବା ବେଳେ ଧରିନେଲା ଭିଜିଲାନ୍ସ ।

Get real time updates directly on you device, subscribe now.