fbpx

ଭିଜିଲାନ୍ସ ଜାଲରେ ସେସୁ କିରାଣୀ

ଭୁବନେଶ୍ୱର,୧୩ ।୧(ଓଡିଶା ଭାସ୍କର): ଲାଞ୍ଚ ନେଇ ସେସୁ କାର୍ଯ୍ୟାଳୟର କିରାଣୀ ଗିରଫ ହୋଇଛନ୍ତି । ଖଣ୍ଡଗିରି ସେସୁ କାର୍ଯ୍ୟାଳୟ କିରାଣୀ ମଳୟ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି । ୧୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଥିଲା ଭିଜିଲାନ୍ସ । ବିଦ୍ୟୁତ୍ ବିଲ୍ ଦେବାକୁ ଆସିଥିବା ଉପଭୋକ୍ତାଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ମଳୟ ।

Get real time updates directly on you device, subscribe now.