fbpx

ଭିଜିଲାନ୍ସ ଜାଲରେ ଅତିରିକ୍ତ DSWO

ବରଗଡ଼(ଓଡ଼ିଶା ଭାସ୍କର): ଅତିରିକ୍ତ ଡିଏସଡବ୍ଲୁଓ ତନ୍ଦ୍ରା ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅତିରିକ୍ତ ଡିଏସଡବ୍ଲୁଓଙ୍କ ଘରେ ଚଢ଼ାଉ କରିଛି । ବରପାଲି ଘର ଓ ବରଗଡ଼ ଅଫିସ୍ ରେ ରେଡ୍ କରାଯାଇଛି । ତେବେ ଏହି ଚଢ଼ାଉରେ କେତେ ଟଙ୍କାର ସମ୍ପତ୍ତି ଜବତ ହୋଇଛି ସେନେି ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.