fbpx

ବିହାର ସମେତ ୪ ରାଜ୍ୟରେ ଭାଇରାଲ ଜ୍ୱର ଓ ଡେଙ୍ଗୁର ଆତଙ୍କ, ବର୍ତ୍ତମାନ ସୁଦ୍ଧା ୧୦୦ ମୃତ

ପାଟଣା: କରୋନା ସାଙ୍ଗକୁ ଏବେ ଅନେକ ରାଜ୍ୟରେ ଭାଇରାଲ ଜ୍ୱର ଓ ଡେଙ୍ଗୁର ଆତଙ୍କ ବଢ଼ିବାରେ ଲାଗିଛି । ଶତାଧିକ ଲୋକେ ମେଡିକାଲରେ ଭର୍ତ୍ତି ହେଉଥିବା ବେଳେ ପ୍ରତିଦିନ ମୃତ୍ୟୁସଂଖ୍ୟା ବି ବଢ଼ୁଛି । ରିପୋର୍ଟ ଅନୁସାରେ ବିହାର ସମେତ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ହରିୟାଣାରେ ଏହି ୨ଟି ରୋଗ କାରଣରୁ ପ୍ରାଖାପାଖି ୧୦୦ ଲୋକଙ୍କର ମୃତ୍ୟୁ ହୋଇଛି । ପିଲାମାନେ ବି ଅଧିକ ସଂଖ୍ୟାରେ ଏହାର ଶିକାର ହେଉଛନ୍ତି, ଯାହାକି ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ଆହୁରି ବଢ଼ାଇଦେଇଛି ।

Get real time updates directly on you device, subscribe now.