fbpx
BSKY
BJD SHG SKY
BJD YOUTH SKY

(Video)ରଖିଲେ ଶିବ ମାରେ କିଏ! ଭାଗ୍ୟ ଏହାକୁ କୁହନ୍ତି, ଦେଖନ୍ତୁ କିଭଳି ମୁତ୍ୟୁ ମୁଖରୁ ଫେରିଆସିଲା ପିଲାଟିର ଜୀବନ

ନୂଆଦିଲ୍ଲୀ:ପ୍ରତି ଦିନ ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖୁଥିବେ । ଏହା ଭିତରେ କିଛି ଭିଡିଓ ଏପରି ଅଛି ଯାହା ଆପଣଙ୍କୁ ବହୁତ ଖୁସି କରୁଥିବ । ଆଉ କିଛି ଏଭଳି ଅଛି ଯାହାକୁ ଦେଖି ଆପଣ ଭାବୁ ଥିବେ ଏହା କିଭଳି ସମ୍ଭବ । କିଛି କିଛି ଭିଡିଓ ଅତି ଭୟଙ୍କର ହୋଇଥାଏ । ଯାହାକୁ ଦେଖିବା ମାତ୍ରେ ଆପଣଙ୍କର ରୋମ ଟାଙ୍କୁରି ଉଠୁଥିବ । ଆଉ ଆପଣ ନିଜକୁ ସେ ସ୍ଥାନରେ ନଥିବା ପାଇଁ ବୋଲି ଭାଗ୍ୟଶାଳୀ ଭାବୁଥିବେ । ତେବେ ଏହି ଭଳି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥାଏ ।
ତେବେ ଏହି ଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଦୁର୍ଘଟଣା ଦେଖିବାକୁ ମିଳିଛି । ତେବେ ଏହି ଭିଡିଓଡିରେ ଥିବା ପିଲାଟିର ଭାଗ୍ୟ ବହୁତ ଖରାପ ଆଉ ଭଲ ଦୁଇଟି ବୋଲି ଆପଣ କହିବେ । ଆମେ ଏଭଳି କାହିଁକି କହୁଛୁ ଏହା ପାଇଁ ଆପଣଙ୍କୁ ଏହି ଭିଡିଓକୁ ସମ୍ପୁର୍ଣ୍ଣ ଭାବେ ଦେଖିବା ଆବଶ୍ୟକ ।

 

 

View this post on Instagram

 

A post shared by Ammara Ahad (@thestreetcornertalking)

ଭିଡିଓଟିରେ ଆପଣ ଦେଖିଥିବେ କିଭଳି ଏକ ଷଣ୍ଢ ପିଲାଟି ଉପରେ ଆକ୍ରମଣ କରୁଛି । ସେ ପିଲାଟିକୁ ତାର ଶିଙ୍ଘ ଉପରେ ଆଣି କଚ୍ଚାଡି ଦେଉଛି । ତେବେ ଏହା ଭିତରେ ସେ ପୁଣିଥରେ ପିଲାଟିକୁ ଗୋଟିଏ ସ୍ଥାନରୁ ଉଠାଇ ଆଉ ଗୋଟିଏ ସ୍ଥାନରେ କଚ୍ଚାଡି ଦେଉଛି । କିନ୍ତୁ ପିଲାଟିର ଭାଗ୍ୟ ସେଠାରେ ଥିବା ଏକ ଗାଡି ତଳେ ପିଲାଟି ଲୁଚି ଯାଉଛି । ଯାହା ଫଳରେ ତାର ଜୀବନ ବଞ୍ଚି ଯାଇଛି ।

ଆପଣ ମଧ୍ୟ ଏହି ସମ୍ପୂର୍ଣ୍ଣ ଭିଡିଓ ରେ ଦେଖିପାରୁଥିବେ ପିଲାଟି କିଭଳି ଭାବରେ କ୍ଷତ ହୋଇଛି । କିନ୍ତୁ ଭାଗ୍ୟ ବହୁତ ଗାଡିଟି ପାଇଁ ତାର ଜୀବନ ବଞ୍ଚି ଯାଇଛି । ତେବେ ଏହି ଭଳି ଭିଡିଓରୁ ଆପଣଙ୍କୁ ସଚେତନ ହେବା ଆବଶ୍ୟକ ଯେ ବାହାରେ ଥିବା ସମୟରେ ଟିକିଏ ସାବଧାନ ରହିବା ଆବଶ୍ୟକ । ନଚେତ ଆପଣଙ୍କ ସହିତ ବଡ ଦୁର୍ଘଟଣା ହୋଇପାରେ ।

Get real time updates directly on you device, subscribe now.