fbpx

ଚାକିରି ପାଇବା ପାଇଁ ଏହି ଦେଶରେ ଝିଅମାନଙ୍କର ଭର୍ଜିନିଟି ଟେଷ୍ଟ କରାଯାଏ, ଜାଣନ୍ତୁ କାହିଁକି

ଏକଥା ସମସ୍ତେ ଜାଣନ୍ତି ଯେ, ଚାକିରି ପାଇବା ପାଇଁ ଆମକୁ ଅନେକ ପରିଶ୍ରମ କରିବାକୁ ପଡ଼ିଥାଏ । ବିଭିନ୍ନ ପ୍ରକାର ଟେଷ୍ଟ ଦେବାକୁ ପଡ଼ିଥାଏ । ମାତ୍ର ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିବ ଯେ, ଝିଅମାନଙ୍କୁ ପୋଲିସ ଚାକିରି କରିବାକୁ ହେଲେ ଭର୍ଜିନିଟି ଟେଷ୍ଟ କରିବାକୁ ପଡ଼ିଥାଏ । ଇଣ୍ଡୋନେସିଆରେ ଏଭଳି ନିୟମ ରହିଛି । ସାରା ଦୁନିଆଁରେ ନାରୀମାନେ ପୁରୁଷ ସହ ତାଳ ଦେଇ ଆଗକୁ ବଢ଼ୁଥିବା ବେଳେ ଇଣ୍ଡୋନେସିଆରେ ଏଭଳି ଏକ ଅଜବ ଆଇନକାନୁନ ରହିଛି । କେବଳ ମହିଳାଙ୍କ ଭର୍ଜିନିଟି ଟେଷ୍ଟ ହୁଏ ତା’ ନୁହେଁ, ଏଥିପାଇଁ ସେମାନଙ୍କର ସୁନ୍ଦରତାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଥାଏ । ଅର୍ଥାତ ପୋଲିସ ଚାକିରି କରିବାକୁ ହେଲେ ଉଭୟ ଭର୍ଜିନିଟି ଓ ସୁନ୍ଦର ଉଭୟ ଆବଶ୍ୟକ ।

Get real time updates directly on you device, subscribe now.