fbpx

ରାଜ୍ୟରେ ଚାଲିଛି ଭୋଟ ଗଣତି, ଜାଣନ୍ତୁ କେଉଁ ଜିଲ୍ଲାରେ କିଏ ଆଗୁଆ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟନ ନିର୍ବାଚନ ସରିଥିବା ବେଳେ ଆଜି ଭୋଟ ଗଣତି ଚାଲିଛିି । ଏହାରି ମଧ୍ୟରେ ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କିଏ ଆଗୁଆ ରହିଛି…

ଗଞ୍ଜାମ:-
ଆସିକା ଜୋନ୍ ୧ରେ ବିଜେଡିିର ତନ୍ମୟୀ ନାହାକ ଆଗୁଆ ରହିଛନ୍ତି ।
ସୋରଡ଼ା ଜୋନ୍ ୧ରେ ବିଜେଡିର ସମରେନ୍ଦ୍ର ସାହୁ ଆଗୁଆ ରହିଛନ୍ତି ।

ନୟାଗଡ଼ା:-
ଜୋନ୍ ୧୬ରେ ବିଜେପି ପ୍ରାର୍ଥୀ ସନ୍ଧ୍ୟାରାଣୀ ସେଠୀ ଆଗୁଆ ରହିଛନ୍ତି ।
ନୟାଗଡ଼ ଜୋନ ୧୨ରେ ବିଜେପିର ସନ୍ତୋଷ ପ୍ରଧାନ ଆଗୁଆ ଅଛନ୍ତି ।
ଓଡ଼ଗାଁ ଜୋନ ୧ରେ ବିଜେଡିର ଝିଲ୍ଲୀ ପ୍ରଧାନ ଆଗୁଆ ଅଛନ୍ତି ।

ରାୟଗଡ଼ା:-
ରାମନାଗୁଡ଼ା ୧୮ ନମ୍ବର ଜୋନରେ ବିଜେଡ଼ିର ଗଗନ ଆଚାର୍ଯ୍ୟ ଆଗୁଆ ରହିଛନ୍ତି ।
ଗୁଣପୁର ଜୋନ-୯ରେ କଂଗ୍ରେସରର ଇଗାନ୍ ଗମାଙ୍ଗ ଆଗୁଆ ଅଛନ୍ତି ।

ବୌଦ୍ଧ:-
୪ ନମ୍ବର ଜୋନରେ ବିଜେପିର ରାକେଶ ତ୍ରିପାଠୀ ଆଗୁଆ ରହିଛନ୍ତି ।

କେନ୍ଦୁଝର :-
ଆନନ୍ଦପୁର ଜୋନ ୧ରେ ବିଜେଡ଼ିର ଟୁନି ରଣା ଆଗୁଆ ଅଛନ୍ତି ।
କେନ୍ଦୁଝର ଜୋନ୍ ୪ରେ ବିଜେଡ଼ିର ଲୀଳାବତୀ ମହାନ୍ତି ଆଗୁଆ ଅଛନ୍ତି ।
ଘଟଗାଁ ଜୋନ ୧ରେ ବିଜେଡିର ଯାଜ୍ଞସେନୀ ମହାନ୍ତି ଆଗୁଆ ଅଛନ୍ତିି ।

କୋରାପୁଟ:-
ଜୋନ ୧ରେ କଂଗ୍ରେସର ସାଗରିକା ବାଢ଼ୀ ଆଗୁଆ ଅଛନ୍ତି ।

ସୁନ୍ଦରଗଡ଼:-
କୋଇଡା(କ)ରେ ସିପିଆଇଏମର ସୁଶିଲ ମୁଣ୍ଡା ଆଗୁଆ ଅଛନ୍ତି ।

ବରଗଡ଼:-
ଜୋନ ୧ରେ ବିଜେପିର ମୁକ୍ତା ସାହୁ ଆଗୁଆ ରହିଛନ୍ତି ।
ଅମ୍ବାଭୋନା ଜୋନ ୧ରେ ବିଜେଡିର ନୀଳକୁମାରୀ ନାଏକ ଆଗୁଆ ରହିଛନ୍ତି ।

Get real time updates directly on you device, subscribe now.