fbpx

ଝାଡ଼ଖଣ୍ଡରେ ବିଧାନସଭା ଆସନ ପାଇଁ ମତଦାନ ଜାରି

ଝାଡ଼ଖଣ୍ଡ,୩୦ା୧୧: ଆଜି ଝାଡ଼ଖଣ୍ଡ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ କରାଯାଇଛି । ସକାଳ ୭ଟାରୁ ୧୩ଟି ଆସନ ପାଇଁ ମତଦାନ ଜାରି ରହିଛି । ଝାଡ଼ଖଣ୍ଡ ରାଜ୍ୟର ୬ଟି ଜିଲ୍ଲାରେ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ମତାଧିକାର ସାବ୍ୟସ୍ତ କରୁଛନ୍ତି ୩୭ଲକ୍ଷ ୮୩ହଜାର ମତଦାତା ବୋଲି ସୂଚନା ମିଳିଛି । ମତଦାତାମାନେ ମୈଦାନରେ ଥିବା ୧୮୯ଜଶ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Get real time updates directly on you device, subscribe now.