fbpx

ୱେବ୍ ସାମ୍ବାଦିକଙ୍କୁ ଉଠାଇନେଲା ପୋଲିସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣେ ୱେବ୍ ସାମ୍ବାଦିକଙ୍କୁ ଉଠାଇନେଇଛି ପୋଲିସ୍ । ୱେବ ଚ୍ୟାନେଲ୍ ସମ୍ପାଦନ ସୁଧାଂଶୁ ରାଉତଙ୍କୁ ଉଠାଇ ନେଇଛି ପୋଲିସ୍ । ଧାବିକା ଦୂତୀ ଚାନ୍ଦଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଉଠାଇଥିବା ଜଣାପଡ଼ିଛି । ଝାରପଡ଼ା ସ୍ଥିତ ଅଫିସ୍ ରୁ ଉଠାଇ ନେଲା ମହିଳା ଥାନା ପୋଲିସ୍ । ଅପମାନଜନକ ଖବର ପ୍ରସାରଣ ନେଇ ଏତଲା କରିଥିଲେ ଦୂତୀ ।

Get real time updates directly on you device, subscribe now.