fbpx

ଆଜି ପବିତ୍ର ବୈଶାଖ ପୂର୍ଣ୍ଣିମା; ଜାଣନ୍ତୁ, ସ୍ୱପ୍ନରେ ପ୍ରଭୁ ଶ୍ରୀରାମଙ୍କୁ ଦେଖିଲେ କ’ଣ ହୋଇଥାଏ…

AAKASH

ଓଡ଼ିଶା ଭାସ୍କର: ସ୍ୱପ୍ନ ଦେଖିବା ଅତ୍ୟନ୍ତ ସାଧାରଣ କଥା। ତେଣୁ ଶୋଇବା ସମୟରେ ଜଣେ ବ୍ୟକ୍ତି କୌଣସି ପ୍ରକାରର ବି ସ୍ୱପ୍ନ ଦେଖିବାକୁ ପାଇଥାଏ। ଯାହାର ଅର୍ଥ ବୁଝିବା ଭାରି କଷ୍ଟକର। ହେଲେ ସ୍ୱପ୍ନ ଶାସ୍ତ୍ର ଅନୁସାରେ, ସ୍ୱପ୍ନ ଆମ ଜୀବନ ଏବଂ ଭବିଷ୍ୟତରେ ଘଟୁଥିବା ଘଟଣାଗୁଡ଼ିକୁ ସୂଚିତ କରେ। ଅନେକ ଥର ଲୋକମାନେ ସ୍ୱପ୍ନରେ ବିଭିନ୍ନ ଦେବାଦେବୀଙ୍କୁ ଦେଖିବାକୁ ପାଇଥାନ୍ତି। ବିଶେଷକରି ସ୍ୱପ୍ନରେ ଦେବତା ଏବଂ ଦେବୀଙ୍କୁ ଦେଖିବା ଜୀବନରେ ଅପାର ସଫଳତା ସୂଚାଇଥାଏ। ଆଉ ସ୍ୱପ୍ନରେ ସମସ୍ତଙ୍କ ରୂପ ଭିନ୍ନ ଭିନ୍ନ ଅର୍ଥ ରଖିଥାଏ। ତେବେ ଆସନ୍ତୁ ଜାଣିବା ସ୍ୱପ୍ନରେ ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କୁ ଦେଖିବାର ଅର୍ଥ କ’ଣ ହୋଇପାରେ।

Get real time updates directly on you device, subscribe now.