fbpx

ନଡ଼ିଆ ତେଲରେ ଏହି ଜିନିଷ ମିଶାଇଲେ ଆପଣଙ୍କ ଧଳା କେଶ କଳା ହୋଇଯିବ

Advertisement

ଆଜିର ଜୀବନ ଯାପନରେ ବହୁତ ଲୋକଙ୍କର ଏକ ବଡ଼ ସମସ୍ୟା ହେଉଛି ଧଳା କେଶ । ଧଳା କେଶକୁ କଳା କରିବା ପାଇଁ ବହୁତ ଉପାୟ ଅବଲମ୍ବନ କରିବା ସହିତ  ସାଲୋନରେ ମଧ୍ୟ ଯାଇ ବହୁପ୍ରକାରର ଟିପ୍ସ ମଧ୍ୟ ଆପଣାଉଛନ୍ତି କିନ୍ତୁ ସବୁ ଉପାୟ ସଫଳ ହେଇପାରୁନାହି । ଆଜି ଆମେ ନେଇଆସିଛୁ ନଡ଼ିଆ ତେଲରେ କ’ଣ ମିଶାଇଲେ ଆପଣ ଧଳା କେଶ କୁ କଳା କରିବା ସହିତ ରୂପି ମଧ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ
ସାମଗ୍ରୀ
ନଡ଼ିଆ ତେଲ ୧୦୦ ମିଲି
କର୍ପୁର ୧୦ ଗ୍ରାମ
ପ୍ରସ୍ତୁତ କରିବାର ପ୍ରଣାଳୀ
ଏହି ମିଶ୍ରଣକୁ ତିଆରି କରିବା ବହୁତ ସହଜ ହୋଇଥାଏ । ପ୍ରଥମେ ଗୋଟିଏ ପ୍ୟାନ କିମ୍ବା କଢ଼େଇରେ ନଡ଼ିଆ ତେଲ ନେଇ ତାକୁ ଗ୍ୟାସ ଉପରେ ରଖି ଗରମ କରିଦିଅନ୍ତୁ । ଏହି ଗରମ ହେଉଥିବା ନଡ଼ିଆ ତେଲରେ ଛୋଟ ଛୋଟ ଖଣ୍ଡ କରି କର୍ପୂରକୁ ପକେଇ ୧୫ ରୁ ୨୦ ମିନିଟ ଯାଏଁ ଫୁଟାନ୍ତୁ । ଏହା ଫୁଟିସାରିବା ପରେ ଥଣ୍ଡା କରି ଗୋଟିଏ ବୋତଲରେ ରଖି ସବୁଦିନ ଏହି ତେଲକୁ କେଶରେ ମାଲିସ କରି ଲଗାନ୍ତୁ । ଏହିପରି କରିଲେ କିଛିଦିନ ଭିତରେ ଆପଣଙ୍କ ଧଳା କେଶ କଳା ହୋଇଯିଵା ସହିତ ରୂପି ସମସ୍ୟାରୁ ମୁକ୍ତି ମିଳିବ ।

Get real time updates directly on you device, subscribe now.